ଜଗନ୍ନାଥଙ୍କ ସମ୍ପର୍କରେ

୧ । ଓଡ଼ିଆମାନଙ୍କର ବଡ଼ଠାକୁର କିଏ ?
ଉ-ଶ୍ରୀଜଗନ୍ନାଥ
୨ । ଜଗନ୍ନାଥଙ୍କ ଜନ୍ମ ମାସର ନାମ କ’ଣ ?
ଉ-ଜ୍ୟେଷ୍ଠ ମାସ
୩ । ଜଗନ୍ନାଥ କେଉଁ କ୍ଷେତ୍ରରେ ବାସ କରୁଛନ୍ତି ?
ଉ-ଶଙ୍ଖକ୍ଷେତ୍ରରେ
୪ । ଜଗନ୍ନାଥଙ୍କୁ କେତେ ପ୍ରକାର ଭେଗ ଦିଆଯାଏ ?
ଉ-ଛପନ ପ୍ରକାର
୫ । ଜଗନ୍ନାଥ କେଉଁ ତତ୍ତ୍ଵ ର ପ୍ରତୀକ ?
ଉ-ଆତ୍ମ ତତ୍ତ୍ୱ
୬ । ବଲଭଦ୍ର କେଉଁ ଭତ୍ତର ପ୍ରତୀକ ?
ଉ-ଶିବ ତତ୍ତ୍ଵ
୭ । ଜଗନ୍ନାଥଙ୍କର ରଥଯାତ୍ରା କେବେ ଅନୁଷ୍ଠି ଭ ହୁଏ ?ଉ-ଆଷାଢ଼ ଶୁକ୍ଳ ପଞ୍ଚମୀରେ

୮ । ଜଗନ୍ନାଥଙ୍କୁ ବିଶ୍ଵ ପ୍ରକାଶ ଭଗବାନ ବୋଲ କିଏ କହୁଥିଲେ ?

ଉ-ବିଦ୍ଯାପତି
୯। ଜଗନ୍ନାଥଙ୍କର ମହାପ୍ରସାଦର ଅନ୍ୟନାମ କ’ଣ ?
ଉ-ଅନ୍ନବ୍ରହ୍ମ
୧୦। ରଥଯାତ୍ରା ବେଳେ ଜଗନ୍ନାଥ କେଉଁ ରଥରେ ବିରାଜମାନ କରନ୍ତି ?

ଉ-ନନ୍ଦିଘୋଷରେ
୧୧। ଦେବୀ ସୁଭଦ୍ରା କେଉଁ ରଥରେ ବିରାଜମାନ କରନ୍ତି ?
ଉ-ଦେବଦଳନ

Leave a Comment